
ସେମାନେ ସେଠୁ ବସ୍ ରେ ଫେରିଲା ବେଳେ ବସ୍ କୁ ଡାକୁମାନେ ଚୋରି କରିବା ପାଇଁ ଅଟକାନ୍ତି କିନ୍ତୁ ଘଟଣା କ୍ରମେ ସେମାନେ ଦିଆକୁ କିଡନାପ କରି ନିଅନ୍ତି । ଆଦି କିନ୍ତୁ ନିଜ ଜୀବନକୁ ବାଜି ଲଗେଇ ଦିଆକୁ ତାଙ୍କ ମାନଙ୍କ କବଳରୁ ବଞ୍ଚଉଛି । ଏବଂ ଜଙ୍ଗଲରେ କିଛି ଦିନ ପାଇଁ ଭିତରେ ସେ ଜଙ୍ଗଲରେ ସେମାନଙ୍କ ମଧ୍ୟରେ emotional bonding creat ହେଇଛି ଏବଂ ଶେଷରେ ସେମାନେ ପରସ୍ପରକୁ ଭଲ ପାଇ ବସନ୍ତି ଆଉ ଦିହେଁଙ୍କୁ ବିଭିନ୍ନ ପ୍ରକାର ପ୍ରୋମିଜ୍ ମଧ୍ୟ କରନ୍ତି । ଘଟଣା କ୍ରମେ ସେ ଜଙ୍ଗଲରୁ ଫେରି ନିଜ ନିଜ ଘରକୁ ଯାଆନ୍ତି ।
କିନ୍ତୁ ଦିଆର ମା’ଙ୍କର ବ୍ୟବହାର ସେ ଦିଜଣଙ୍କ ପ୍ରେମର ପରିଭାଷାକୁ ଓଲଟା କରି ଦିଅନ୍ତି । ଦିଆ ଓ ଆଦି ନିଜ ନିଜର ପ୍ରୋମିଜ୍ ରକ୍ଷା ପାଇଁ ବହୁତ ଚେଷ୍ଟା କରନ୍ତି । କିନ୍ତୁ ସେମାନେ ଅଲଗା ହେବା ପରେ ମଧ୍ୟ ନିଜେ ନିଜେ କରିଥିବା ପ୍ରୋମିଜ୍ କୁ ଭୁଲନ୍ତି ନାହିଁ । ବରଂ ଏ ସବୁ ଘଟଣା ତାଙ୍କ ଜୀବନରେ ଏକ ନୂଆ ମୋଡ ଦିଏ ଏବଂ ଶେଷରେ ଦିଆ ଓ ଆଦି ପ୍ରମାଣ କରିଛନ୍ତି ଯେ କଥା ଦେବା, ଭଲପାଇବା, ମନଦେବା କେବଳ ଏହା ଶବ୍ଦ ନୁହେଁ । ଏହା ହେଉଛି ୨ଟି ଆତ୍ମାର ମିଲନ । ଯିଏ କି କେବେ ଅଲଗା ହୋଇପାରିବେ ନାହିଁ ।
ପ୍ରଯୋଜିକା : ଜୟନ୍ତି ବିଶ୍ଵାସ
ନିର୍ଦେଶନା : ସନ୍ତୋଷ ବିଶ୍ଵାଳ
କାହାଣୀ ଓ ଚିତ୍ରନାଟ୍ୟ : ଜୟନ୍ତି ବିଶ୍ଵାସ
D.O.P. & Fight : ବିଶ୍ଵ ଭୂଷଣ ମହାପାତ୍ର
ସଙ୍ଗୀତ ନିର୍ଦେଶନା : ପ୍ରେମ୍ ଆନନ୍ଦ
ସମ୍ପାଦନା : ରଞ୍ଜନ ଖଟେଇ
ନୃତ୍ୟ ନିର୍ଦେଶନା : ରାକେଶ ଦେଓ, ଜୟା ବିଶ୍ଵାସ, କବୀର ପ୍ରଧାନ
କଳା ନିର୍ଦେଶନା : ନବଘନ ଦଳେଇ
ବ୍ୟବସ୍ଥାପନ : ହୃଷିକେଶ କୁଳଦୀପ୍
ଅଭିନୟ : ଜୟା, ରାକେଶ, ମନୋଜ ମିଶ୍ର, ଉଷଶୀ ମିଶ୍ର, ବିଶ୍ଵ ଭୂଷଣ ପଣ୍ଡା, ଜ୍ୟୋତି ପ୍ରକାଶ ତ୍ରିପାଠୀ, ସଙ୍ଗୀତା ପଟ୍ଟନାୟକ, ମଧୁସ୍ମିତା ସ୍ଵାଇଁ, ଲିପାଞ୍ଜଳି ସ୍ଵାଇଁ, ଅଶ୍ଵୀନ ବାବା, ହୃଷିକେଶ କୁଳଦୀପ୍, ତ୍ରୟମ୍ବକ କ୍ଷେତି, ପଲ୍ଲବୀ ସ୍ଵାଇଁ ।
LIKE | COMMENT | SHARE | SUBSCRIBE
🌟 Enjoy & Stay Connected With Us !!
► Subscribe to EnewsOdia : http://bit.ly/2olMcBz
► Like us on Facebook : https://www.facebook.com/EnewsOdia/
► Follow us on Twitter : https://twitter.com/EnewsOdia/
► Follow us on Instagram : http://bit.ly/2nY1b39
► Circle us on G+ : http://www.google.com/+ENewsOdiaOfficial
► Find us on Pinterest : http://pinterest.com/EnewsOdia
Odisha's No.1 Digital Media - #EnewsOdia
Love Promise - Odia Movie - Audio Release - News odia new song 2018 album | |
72 Likes | 72 Dislikes |
6,370 views views | followers |
Entertainment | Upload TimePublished on 16 May 2018 |
Không có nhận xét nào:
Đăng nhận xét